A Real Place Called Heaven/ସ୍ୱର୍ଗ ଏକ ବାସ୍ତବ ସ୍ଥାନ (Odia)
Ashish Raichur
ଆମେମାନେ ସମସ୍ତେ ବିଭିନ୍ନ ସମୟରେ ମୃତ୍ୟୁର ସାମ୍ନା କରିବା ଓ ଆମର କୌଣସି ନା କୌଣସି ପ୍ରିୟଜନମାନଙ୍କୁ ହରାଇବା । ବାଇବଲ ମୃତ୍ୟୁ ଓ ମୃତ୍ୟୁ ପରବର୍ତ୍ତୀ ଜୀବନ ବିଷୟରେ ବର୍ଣ୍ଣନା କରେ। ମୃତ୍ୟୁ ଓ ସ୍ଵର୍ଗ ବିଷୟରେ ବାଇବଲ ଯାହାସବୁ ଶିକ୍ଷାଦିଏ, ତାହା ବିଶ୍ବାସ କରିବାକୁ ମୁଁ ନିଷ୍ପଭି ନେଲି। ଏହା ମୋତେ ବଳବାନ୍ କରିଥିଲା ଏବଂ ସାନ୍ତୁନା, ଶାନ୍ତି, ସାହସ ଓ ଆଶା ପ୍ରଦାନ କରିଥିଲା। ଏହି ପୁସ୍ତକରେ ସେସବୁ ଆପଣମାନଙ୍କୁ ସହଭାଗୀ କରାଇଛି। ଈଶ୍ବରଙ୍କ ଯେଉଁ ବାକ୍ୟ ମୋତେ ସାନ୍ତୁନା ପ୍ରଦାନ କରିଛି ଆପଣମାନଙ୍କୁ ମଧ୍ୟ ଆବଶ୍ୟକ ସମୟରେ ତାହା ସାନ୍ତୁନା ପ୍ରଦାନ କରୁ ବୋଲି ମୁଁ କାମନା କରେ।
Thể loại:
Năm:
2020
Nhà xuát bản:
All Peoples Church And World Outreach
Ngôn ngữ:
odia
File:
PDF, 149 KB
IPFS:
,
odia, 2020